8 lines
755 B
Markdown
8 lines
755 B
Markdown
|
# General Information:
|
||
|
|
||
|
ଲୋକମାନେ କିପରି ତାହାଙ୍କ ଓ ତାହାଙ୍କ ସେବାକାର୍ଯ୍ୟ ବିଷୟରେ ଭାବୁଛନ୍ତି, ସେ ସମ୍ବନ୍ଧରେ ପାଉଲ ଅନେକ ଚରମ ବିଷୟର ତାଲିକା କରୁଛନ୍ତି I (ଦେଖ: [[rc://*/ta/man/translate/figs-merism]])
|
||
|
|
||
|
# We are accused of being deceitful
|
||
|
|
||
|
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକେ ଆମ୍ଭମାନଙ୍କୁ ପ୍ରତାରକ ବୋଲି ଅଭିଯୋଗ କରୁଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
|