or_tn/2co/05/17.md

964 B

he is a new creation

ପାଉଲ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଥିବା ଲୋକଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ଈଶ୍ବର ଜଣେ ନୂଆ ଲୋକଙ୍କୁ ସୃଷ୍ଟି କଲେ I ବିକଳ୍ପ ଅନୁବାଦ: “ସେ ନୂତନ ସୃଷ୍ଟି ଅଟନ୍ତି” (ଦେଖ: rc://*/ta/man/translate/figs-metaphor)

The old things have passed away

ଏଠାରେ “ପୁରାତନ ବିଷୟ” ଖ୍ରୀଷ୍ଟଙ୍କଠାରେ ଭରସା ସ୍ଥାପନ କରିବା ପୂର୍ବରୁ ଜଣେ ଲୋକ କରୁଥିବା ବିଷୟସବୁକୁ ବୁଝାଏ I

See

“ଦେଖ” ଶବ୍ଦଟି ବିସ୍ମୟକର ସୂଚନା ପ୍ରତି ଧ୍ୟାନ ଦେବାପାଇଁ ଆମ୍ଭମାନଙ୍କୁ ସତର୍କ କରାଉଛି I