# he is a new creation ପାଉଲ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଥିବା ଲୋକଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ଈଶ୍ବର ଜଣେ ନୂଆ ଲୋକଙ୍କୁ ସୃଷ୍ଟି କଲେ I ବିକଳ୍ପ ଅନୁବାଦ: “ସେ ନୂତନ ସୃଷ୍ଟି ଅଟନ୍ତି” (ଦେଖ: [[rc://*/ta/man/translate/figs-metaphor]]) # The old things have passed away ଏଠାରେ “ପୁରାତନ ବିଷୟ” ଖ୍ରୀଷ୍ଟଙ୍କଠାରେ ଭରସା ସ୍ଥାପନ କରିବା ପୂର୍ବରୁ ଜଣେ ଲୋକ କରୁଥିବା ବିଷୟସବୁକୁ ବୁଝାଏ I # See “ଦେଖ” ଶବ୍ଦଟି ବିସ୍ମୟକର ସୂଚନା ପ୍ରତି ଧ୍ୟାନ ଦେବାପାଇଁ ଆମ୍ଭମାନଙ୍କୁ ସତର୍କ କରାଉଛି I