or_tn/2co/05/17.md

12 lines
964 B
Markdown
Raw Permalink Normal View History

2020-11-19 00:15:53 +00:00
# he is a new creation
ପାଉଲ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଥିବା ଲୋକଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ଈଶ୍ବର ଜଣେ ନୂଆ ଲୋକଙ୍କୁ ସୃଷ୍ଟି କଲେ I ବିକଳ୍ପ ଅନୁବାଦ: “ସେ ନୂତନ ସୃଷ୍ଟି ଅଟନ୍ତି” (ଦେଖ: [[rc://*/ta/man/translate/figs-metaphor]])
# The old things have passed away
ଏଠାରେ “ପୁରାତନ ବିଷୟ” ଖ୍ରୀଷ୍ଟଙ୍କଠାରେ ଭରସା ସ୍ଥାପନ କରିବା ପୂର୍ବରୁ ଜଣେ ଲୋକ କରୁଥିବା ବିଷୟସବୁକୁ ବୁଝାଏ I
# See
“ଦେଖ” ଶବ୍ଦଟି ବିସ୍ମୟକର ସୂଚନା ପ୍ରତି ଧ୍ୟାନ ଦେବାପାଇଁ ଆମ୍ଭମାନଙ୍କୁ ସତର୍କ କରାଉଛି I