or_tn/2co/02/16.md

2.4 KiB
Raw Permalink Blame History

it is an aroma

ଖ୍ରୀଷ୍ଟଙ୍କର ଜ୍ଞାନ ଏକ ସୁଗନ୍ଧ I ଏହା କରିନ୍ଥୀୟ :୧୪ କୁ ଦର୍ଶାଏ, ଯେଉଁଠି ପାଉଲ ଖ୍ରୀଷ୍ଟଙ୍କର ଜ୍ଞାନକୁ ମନମୋହକ ସୁଗନ୍ଧ ଦେଉଥବା ଧୂପ ବୋଲି କହୁଛନ୍ତି I (ଦେଖ: rc://*/ta/man/translate/figs-metaphor)

an aroma from death to death

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯେ “ମୃତ୍ୟୁ” ଶବ୍ଦ ଗୁରୁତ୍ବ ଦେବପାଇଁ ପୁନରାବୃତ୍ତି କରାଯାଇଛି ଓ ବାକ୍ୟାଂଶଟିର ଅର୍ଥ ହେଉଛି “ମୃତ୍ୟୁଜନକ ଏକ ସୁଗନ୍ଧ” କିମ୍ବା ) ମୃତ୍ୟୁଜନକ ସୁଗନ୍ଧ ଯାହା ଲୋକଙ୍କ ମୃତ୍ୟୁର କାରଣ ହୋଇଥାଏ” (ଦେଖ: rc://*/ta/man/translate/figs-doublet)

the ones being saved

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ ଯେଉଁମାନଙ୍କୁ ଈଶ୍ବର ପରିତ୍ରାଣ କରୁଅଛନ୍ତି” (ଦେଖ: rc://*/ta/man/translate/figs-activepassive)

aroma from life to life

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯେ “ଜୀବନ” ଶବ୍ଦଟି ଗୁରୁତ୍ବ ଦେବପାଇଁ ପୁନରାବୃତ୍ତି କରାଯାଇଛି ଓ ବାକ୍ୟାଂଶଟିର ଅର୍ଥ ହେଉଛି “ଜୀବନଦାୟକ ସୁଗନ୍ଧ” କିମ୍ବା ) “ଜୀବନଦାୟକ ସୁଗନ୍ଧ ଯାହା ଲୋକମାନଙ୍କୁ ଜୀବନ ଦେଇଥାଏ” (ଦେଖ: rc://*/ta/man/translate/figs-doublet)

Who is worthy of these things?

ଈଶ୍ବର ଆହ୍ବାନ କରିଥିବା ସେବାକାର୍ଯ୍ୟ କରିବାକୁ କେହି ଯୋଗ୍ୟ ନୁହନ୍ତି ବୋଲି ଗୁରୁତ୍ବ ଦେବାକୁ ପାଉଲ ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “କେହି ଏହି ସମସ୍ତ ବିଷୟରେ ଯୋଗ୍ୟ ନୁହନ୍ତି” (ଦେଖ: rc://*/ta/man/translate/figs-rquestion)