or_tn/2co/02/14.md

2.1 KiB
Raw Permalink Blame History

God, who in Christ always leads us in triumph

ପାଉଲ ଈଶ୍ବରଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ବିଜୟ ଶୋଭାଯାତ୍ରାରେ କଢାଇ ନେଉଥିବା ଜଣେ ବିଜୟୀ ସେନାପତି ଓ ସେହି ଶୋଭାଯାତ୍ରାରେ ସେ ନିଜେ ଏବଂ ତାହାଙ୍କର ସହକର୍ମୀମାନେ ଅଂଶ ଗ୍ରହଣ କରୁଛନ୍ତି I ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଈଶ୍ବର, ଯେ କି ଖ୍ରୀଷ୍ଟଙ୍କଠାରେ ସର୍ବଦା ଆମ୍ଭମାନଙ୍କୁ ଆପଣାର ବିଜୟ ପ୍ରଦାନ କରୁଛନ୍ତି” କିମ୍ବା ) “ଈଶ୍ବର, ଯେ କି ଖ୍ରୀଷ୍ଟଙ୍କଠାରେ ସେ ଜୟଲାଭ କରିଥିବା ଲୋକମାନଙ୍କ ଉପରେ ଆମ୍ଭମାନଙ୍କୁ ସର୍ବଦା ବିଜୟଯାତ୍ରାରେ କଢାଇ ନେଉଛନ୍ତି” (ଦେଖ: rc://*/ta/man/translate/figs-metaphor)

Through us he spreads the sweet aroma of the knowledge of him everywhere

ପାଉଲ ଖ୍ରୀଷ୍ଟଙ୍କର ଜ୍ଞାନ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଏକ ଧୂପ ଯାହା ମନମୋହକ ସୁଗନ୍ଧ ଦିଏ I ବିକଳ୍ପ ଅନୁବାଦ: “ସେ ଆମ୍ଭମାନଙ୍କ ପ୍ରଚାର ଶୁଣୁଥିବା ସମସ୍ତଙ୍କ ନିକଟରେ ଖ୍ରୀଷ୍ଟଙ୍କ ଜ୍ଞାନର ସୁଗନ୍ଧ ପରିବ୍ୟାପ୍ତ କରନ୍ତି, ଠିକ୍ ଯେପରି ଧୂପରୁ ବାହାରୁଥିବା ସୁଗନ୍ଧ ନିକଟବର୍ତ୍ତୀ ସମସ୍ତଙ୍କ ପାଖରେ ବ୍ୟାପିଯାଏ” (ଦେଖ: rc://*/ta/man/translate/figs-metaphor)

he spreads ... everywhere

ଆମ୍ଭେମାନେ ଯାଉଥିବା ସବୁ ସ୍ଥାନରେ ...ସେ ପ୍ରକାଶ କରୁଛନ୍ତି