# God, who in Christ always leads us in triumph ପାଉଲ ଈଶ୍ବରଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ବିଜୟ ଶୋଭାଯାତ୍ରାରେ କଢାଇ ନେଉଥିବା ଜଣେ ବିଜୟୀ ସେନାପତି ଓ ସେହି ଶୋଭାଯାତ୍ରାରେ ସେ ନିଜେ ଏବଂ ତାହାଙ୍କର ସହକର୍ମୀମାନେ ଅଂଶ ଗ୍ରହଣ କରୁଛନ୍ତି I ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଈଶ୍ବର, ଯେ କି ଖ୍ରୀଷ୍ଟଙ୍କଠାରେ ସର୍ବଦା ଆମ୍ଭମାନଙ୍କୁ ଆପଣାର ବିଜୟ ପ୍ରଦାନ କରୁଛନ୍ତି” କିମ୍ବା ୨) “ଈଶ୍ବର, ଯେ କି ଖ୍ରୀଷ୍ଟଙ୍କଠାରେ ସେ ଜୟଲାଭ କରିଥିବା ଲୋକମାନଙ୍କ ଉପରେ ଆମ୍ଭମାନଙ୍କୁ ସର୍ବଦା ବିଜୟଯାତ୍ରାରେ କଢାଇ ନେଉଛନ୍ତି” (ଦେଖ: [[rc://*/ta/man/translate/figs-metaphor]]) # Through us he spreads the sweet aroma of the knowledge of him everywhere ପାଉଲ ଖ୍ରୀଷ୍ଟଙ୍କର ଜ୍ଞାନ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଏକ ଧୂପ ଯାହା ମନମୋହକ ସୁଗନ୍ଧ ଦିଏ I ବିକଳ୍ପ ଅନୁବାଦ: “ସେ ଆମ୍ଭମାନଙ୍କ ପ୍ରଚାର ଶୁଣୁଥିବା ସମସ୍ତଙ୍କ ନିକଟରେ ଖ୍ରୀଷ୍ଟଙ୍କ ଜ୍ଞାନର ସୁଗନ୍ଧ ପରିବ୍ୟାପ୍ତ କରନ୍ତି, ଠିକ୍ ଯେପରି ଧୂପରୁ ବାହାରୁଥିବା ସୁଗନ୍ଧ ନିକଟବର୍ତ୍ତୀ ସମସ୍ତଙ୍କ ପାଖରେ ବ୍ୟାପିଯାଏ” (ଦେଖ: [[rc://*/ta/man/translate/figs-metaphor]]) # he spreads ... everywhere ଆମ୍ଭେମାନେ ଯାଉଥିବା ସବୁ ସ୍ଥାନରେ ...ସେ ପ୍ରକାଶ କରୁଛନ୍ତି