or_tn/2co/02/16.md

20 lines
2.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# it is an aroma
ଖ୍ରୀଷ୍ଟଙ୍କର ଜ୍ଞାନ ଏକ ସୁଗନ୍ଧ I ଏହା [ କରିନ୍ଥୀୟ :୧୪](../02/14.md) କୁ ଦର୍ଶାଏ, ଯେଉଁଠି ପାଉଲ ଖ୍ରୀଷ୍ଟଙ୍କର ଜ୍ଞାନକୁ ମନମୋହକ ସୁଗନ୍ଧ ଦେଉଥବା ଧୂପ ବୋଲି କହୁଛନ୍ତି I (ଦେଖ: [[rc://*/ta/man/translate/figs-metaphor]])
# an aroma from death to death
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯେ “ମୃତ୍ୟୁ” ଶବ୍ଦ ଗୁରୁତ୍ବ ଦେବପାଇଁ ପୁନରାବୃତ୍ତି କରାଯାଇଛି ଓ ବାକ୍ୟାଂଶଟିର ଅର୍ଥ ହେଉଛି “ମୃତ୍ୟୁଜନକ ଏକ ସୁଗନ୍ଧ” କିମ୍ବା ) ମୃତ୍ୟୁଜନକ ସୁଗନ୍ଧ ଯାହା ଲୋକଙ୍କ ମୃତ୍ୟୁର କାରଣ ହୋଇଥାଏ” (ଦେଖ: [[rc://*/ta/man/translate/figs-doublet]])
# the ones being saved
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ ଯେଉଁମାନଙ୍କୁ ଈଶ୍ବର ପରିତ୍ରାଣ କରୁଅଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# aroma from life to life
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯେ “ଜୀବନ” ଶବ୍ଦଟି ଗୁରୁତ୍ବ ଦେବପାଇଁ ପୁନରାବୃତ୍ତି କରାଯାଇଛି ଓ ବାକ୍ୟାଂଶଟିର ଅର୍ଥ ହେଉଛି “ଜୀବନଦାୟକ ସୁଗନ୍ଧ” କିମ୍ବା ) “ଜୀବନଦାୟକ ସୁଗନ୍ଧ ଯାହା ଲୋକମାନଙ୍କୁ ଜୀବନ ଦେଇଥାଏ” (ଦେଖ: [[rc://*/ta/man/translate/figs-doublet]])
# Who is worthy of these things?
ଈଶ୍ବର ଆହ୍ବାନ କରିଥିବା ସେବାକାର୍ଯ୍ୟ କରିବାକୁ କେହି ଯୋଗ୍ୟ ନୁହନ୍ତି ବୋଲି ଗୁରୁତ୍ବ ଦେବାକୁ ପାଉଲ ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “କେହି ଏହି ସମସ୍ତ ବିଷୟରେ ଯୋଗ୍ୟ ନୁହନ୍ତି” (ଦେଖ: [[rc://*/ta/man/translate/figs-rquestion]])