or_tn/2co/02/06.md

8 lines
715 B
Markdown

# This punishment of that person by the majority is enough
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I “ଶାସ୍ତି” ଶବ୍ଦକୁ ଗୋଟିଏ କ୍ରିୟା ବ୍ୟବହାର କରି ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସଂଖ୍ୟାଗରିଷ୍ଠ ଲୋକମାନେ ଯେଉଁପ୍ରକାରେ ସେହି ଲୋକଟିକୁ ଶାସ୍ତି ଦେଲେ, ତାହା ଯଥେଷ୍ଟ” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-abstractnouns]])
# is enough
ଯଥେଷ୍ଟ