or_tn/2co/02/06.md

715 B

This punishment of that person by the majority is enough

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I “ଶାସ୍ତି” ଶବ୍ଦକୁ ଗୋଟିଏ କ୍ରିୟା ବ୍ୟବହାର କରି ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସଂଖ୍ୟାଗରିଷ୍ଠ ଲୋକମାନେ ଯେଉଁପ୍ରକାରେ ସେହି ଲୋକଟିକୁ ଶାସ୍ତି ଦେଲେ, ତାହା ଯଥେଷ୍ଟ” (ଦେଖ: [[rc:///ta/man/translate/figs-activepassive]] ଓ [[rc:///ta/man/translate/figs-abstractnouns]])

is enough

ଯଥେଷ୍ଟ