# This punishment of that person by the majority is enough ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I “ଶାସ୍ତି” ଶବ୍ଦକୁ ଗୋଟିଏ କ୍ରିୟା ବ୍ୟବହାର କରି ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସଂଖ୍ୟାଗରିଷ୍ଠ ଲୋକମାନେ ଯେଉଁପ୍ରକାରେ ସେହି ଲୋକଟିକୁ ଶାସ୍ତି ଦେଲେ, ତାହା ଯଥେଷ୍ଟ” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-abstractnouns]]) # is enough ଯଥେଷ୍ଟ