or_tn/1th/04/17.md

12 lines
685 B
Markdown

# we who are alive
ଏଠାରେ “ଆମ୍ଭେମାନେ” ମୃତ୍ୟୁଭୋଗ କରି ନ ଥିବା ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-inclusive]])
# with them
“ସେମାନଙ୍କ” ଶବ୍ଦଟି ମୃତ୍ୟୁଭୋଗ କରିଥିବା ବିଶ୍ବାସୀମାନଙ୍କୁ ବୁଝାଏ, ଯେଉଁମାନଙ୍କୁ ପୁନର୍ବାର ଜୀବିତ କରାଗଲା I
# caught up in the clouds to meet the Lord in the air
ଆକାଶରେ ପ୍ରଭୁଙ୍କ ସହିତ ସାକ୍ଷାତ କରିବୁ