or_tn/1th/04/17.md

685 B

we who are alive

ଏଠାରେ “ଆମ୍ଭେମାନେ” ମୃତ୍ୟୁଭୋଗ କରି ନ ଥିବା ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-inclusive)

with them

“ସେମାନଙ୍କ” ଶବ୍ଦଟି ମୃତ୍ୟୁଭୋଗ କରିଥିବା ବିଶ୍ବାସୀମାନଙ୍କୁ ବୁଝାଏ, ଯେଉଁମାନଙ୍କୁ ପୁନର୍ବାର ଜୀବିତ କରାଗଲା I

caught up in the clouds to meet the Lord in the air

ଆକାଶରେ ପ୍ରଭୁଙ୍କ ସହିତ ସାକ୍ଷାତ କରିବୁ