# we who are alive ଏଠାରେ “ଆମ୍ଭେମାନେ” ମୃତ୍ୟୁଭୋଗ କରି ନ ଥିବା ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-inclusive]]) # with them “ସେମାନଙ୍କ” ଶବ୍ଦଟି ମୃତ୍ୟୁଭୋଗ କରିଥିବା ବିଶ୍ବାସୀମାନଙ୍କୁ ବୁଝାଏ, ଯେଉଁମାନଙ୍କୁ ପୁନର୍ବାର ଜୀବିତ କରାଗଲା I # caught up in the clouds to meet the Lord in the air ଆକାଶରେ ପ୍ରଭୁଙ୍କ ସହିତ ସାକ୍ଷାତ କରିବୁ