or_tn/1pe/05/08.md

1.4 KiB

Be sober

ଏଠାରେ “ସଚେତନ” ଶବ୍ଦଟି ମାନସିକ ସ୍ବଚ୍ଛତା ଓ ଜାଗ୍ରତ ରହିବା ବିଷୟକୁ ବୁଝାଏ I ଦେଖ ତୁମେ ଏହାକୁ କିପରି ୧ ପିତର ୧:୧୩ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ଭାବନାକୁ ନିୟନ୍ତ୍ରଣ କର” କିମ୍ବା “ତୁମ୍ଭେମାନେ କଅଣ ଭାବୁଅଛ, ସେ ବିଷୟରେ ସାବଧାନ ହୁଅ” (ଦେଖ: rc://*/ta/man/translate/figs-idiom)

the devil, is stalking around like a roaring lion, looking for someone to devour

ପିତର ଶୟତାନକୁ ଗୋଟିଏ ଗର୍ଜନକାରୀ ସିଂହ ସହିତ ତୁଳନା କରୁଛନ୍ତି I ଗୋଟିଏ କ୍ଷୁଧିତ ସିଂହ ଯେପରି ତାହାର ଶିକାରକୁ ସମ୍ପୂର୍ଣ୍ଣ ଭାବରେ ଗ୍ରାସ କରେ, ଶୟତାନ ସେପରି ବିଶ୍ବାସୀମାନଙ୍କ ବିଶ୍ବାସକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିବାକୁ ଖୋଜି ବୁଲୁଅଛି I (ଦେଖ: rc://*/ta/man/translate/figs-simile)

stalking around

ବୁଲୁଅଛି କିମ୍ବା “ବୁଲି ବୁଲି ଶିକାର କରୁଅଛି”