# Be sober ଏଠାରେ “ସଚେତନ” ଶବ୍ଦଟି ମାନସିକ ସ୍ବଚ୍ଛତା ଓ ଜାଗ୍ରତ ରହିବା ବିଷୟକୁ ବୁଝାଏ I ଦେଖ ତୁମେ ଏହାକୁ କିପରି [୧ ପିତର ୧:୧୩](../01/13.md)ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ଭାବନାକୁ ନିୟନ୍ତ୍ରଣ କର” କିମ୍ବା “ତୁମ୍ଭେମାନେ କଅଣ ଭାବୁଅଛ, ସେ ବିଷୟରେ ସାବଧାନ ହୁଅ” (ଦେଖ: [[rc://*/ta/man/translate/figs-idiom]]) # the devil, is stalking around like a roaring lion, looking for someone to devour ପିତର ଶୟତାନକୁ ଗୋଟିଏ ଗର୍ଜନକାରୀ ସିଂହ ସହିତ ତୁଳନା କରୁଛନ୍ତି I ଗୋଟିଏ କ୍ଷୁଧିତ ସିଂହ ଯେପରି ତାହାର ଶିକାରକୁ ସମ୍ପୂର୍ଣ୍ଣ ଭାବରେ ଗ୍ରାସ କରେ, ଶୟତାନ ସେପରି ବିଶ୍ବାସୀମାନଙ୍କ ବିଶ୍ବାସକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିବାକୁ ଖୋଜି ବୁଲୁଅଛି I (ଦେଖ: [[rc://*/ta/man/translate/figs-simile]]) # stalking around ବୁଲୁଅଛି କିମ୍ବା “ବୁଲି ବୁଲି ଶିକାର କରୁଅଛି”