or_tn/1pe/03/02.md

1.0 KiB
Raw Permalink Blame History

they will have seen your sincere behavior with respect

ଗୁଣବାଚକ ବିଶେଷ୍ୟ “ଆଚରଣ”କୁ କ୍ରିୟା ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ଦେଖିଛନ୍ତି ଯେ ତୁମ୍ଭେମାନେ ନିଷ୍କପଟ ଭାବରେ ଓ ସମ୍ମାନର ସହିତ ଆଚରଣ କରିଅଛ” (ଦେଖ: rc://*/ta/man/translate/figs-abstractnouns)

your sincere behavior with respect

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ସେମାନଙ୍କ ପ୍ରତି ତୁମ୍ଭମାନଙ୍କ ନିଷ୍କପଟ ଆଚରଣ ଓ ସେମାନଙ୍କ ପ୍ରତି ତୁମ୍ଭମାନଙ୍କ ସମ୍ମାନ” କିମ୍ବା ) ” ସେମାନଙ୍କ ପ୍ରତି ତୁମ୍ଭମାନଙ୍କ ପବିତ୍ର ଆଚରଣ ଓ ଈଶ୍ବରଙ୍କ ପ୍ରତି ତୁମ୍ଭମାନଙ୍କ ସମ୍ମାନ”