# they will have seen your sincere behavior with respect ଗୁଣବାଚକ ବିଶେଷ୍ୟ “ଆଚରଣ”କୁ କ୍ରିୟା ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ଦେଖିଛନ୍ତି ଯେ ତୁମ୍ଭେମାନେ ନିଷ୍କପଟ ଭାବରେ ଓ ସମ୍ମାନର ସହିତ ଆଚରଣ କରିଅଛ” (ଦେଖ: [[rc://*/ta/man/translate/figs-abstractnouns]]) # your sincere behavior with respect ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ସେମାନଙ୍କ ପ୍ରତି ତୁମ୍ଭମାନଙ୍କ ନିଷ୍କପଟ ଆଚରଣ ଓ ସେମାନଙ୍କ ପ୍ରତି ତୁମ୍ଭମାନଙ୍କ ସମ୍ମାନ” କିମ୍ବା ୨) ” ସେମାନଙ୍କ ପ୍ରତି ତୁମ୍ଭମାନଙ୍କ ପବିତ୍ର ଆଚରଣ ଓ ଈଶ୍ବରଙ୍କ ପ୍ରତି ତୁମ୍ଭମାନଙ୍କ ସମ୍ମାନ”