or_tn/1pe/03/02.md

8 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# they will have seen your sincere behavior with respect
ଗୁଣବାଚକ ବିଶେଷ୍ୟ “ଆଚରଣ”କୁ କ୍ରିୟା ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ଦେଖିଛନ୍ତି ଯେ ତୁମ୍ଭେମାନେ ନିଷ୍କପଟ ଭାବରେ ଓ ସମ୍ମାନର ସହିତ ଆଚରଣ କରିଅଛ” (ଦେଖ: [[rc://*/ta/man/translate/figs-abstractnouns]])
# your sincere behavior with respect
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ସେମାନଙ୍କ ପ୍ରତି ତୁମ୍ଭମାନଙ୍କ ନିଷ୍କପଟ ଆଚରଣ ଓ ସେମାନଙ୍କ ପ୍ରତି ତୁମ୍ଭମାନଙ୍କ ସମ୍ମାନ” କିମ୍ବା ) ” ସେମାନଙ୍କ ପ୍ରତି ତୁମ୍ଭମାନଙ୍କ ପବିତ୍ର ଆଚରଣ ଓ ଈଶ୍ବରଙ୍କ ପ୍ରତି ତୁମ୍ଭମାନଙ୍କ ସମ୍ମାନ”