or_tn/1pe/03/01.md

2.7 KiB
Raw Permalink Blame History

General Information:

ପିତର ନିର୍ଦ୍ଦିଷ୍ଟ ଭାବରେ ଭାର୍ଯ୍ୟା ହୋଇଥିବା ସ୍ତ୍ରୀଲୋକମାନଙ୍କୁ କଥା କହୁଛନ୍ତି I

In this way, you who are wives should submit to your own husbands

ବିଶ୍ବାସୀମାନେ ଯେପରି “ମାନବୀୟ ଅଧିକାରୀମାନଙ୍କ ଆଜ୍ଞାବହ” (୧ ପିତର :୧୩) ଓ ଦାସମାନେ “ସେମାନଙ୍କ କର୍ତ୍ତାମାନଙ୍କ ବଶୀଭୂତ” (୧ ପିତର :୧୮) ହେବା ଆବଶ୍ୟକ, ସେହିପରି ଭାର୍ଯ୍ୟାମାନେ ମଧ୍ୟ ସେମାନଙ୍କ ସ୍ବାମୀମାନଙ୍କ ବଶୀଭୂତା ହେବା ଆବଶ୍ୟକ I “ଆଜ୍ଞାବହ” ଓ ବଶୀଭୂତ” ଶବ୍ଦ ଗୋଟିଏ ମୂଳ ଶବ୍ଦରୁ ଅନୁବାଦ କରାଯାଇଛି I

some men are disobedient to the word

ଏଠାରେ ‘ବାକ୍ୟ” ସୁସମାଚାରର ସମ୍ବାଦକୁ ବୁଝାଏ I ଅନାଜ୍ଞାବହ ହେବାର ଅର୍ଥ ବିଶ୍ବାସ ନ କରିବା I ଦେଖ ତୁମେ ଏହିପରି ଏକ ବାକ୍ୟାଂଶକୁ କିପରି ୧ ପିତର :୮ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “କେତେକ ଲୋକ ଯୀଶୁଙ୍କ ବିଷୟରେ ସମ୍ବାଦ ବିଶ୍ବାସ କରୁନାହାନ୍ତି” (ଦେଖ: rc://*/ta/man/translate/figs-metonymy)

they may be won

ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବାକୁ ସେମାନଙ୍କୁ ପ୍ରବର୍ତ୍ତାଇବାକୁ ହୋଇପାରେ I ଏହାର ଅର୍ଥ ହେଉଛି ଯେ ଅବିଶ୍ବାସୀ ସ୍ବାମୀମାନେ ବିଶ୍ବାସୀ ହୋଇପାରିବେ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ବିଶ୍ବାସୀ ହୋଇପାରିବେ” (ଦେଖ: [[rc:///ta/man/translate/figs-idiom]] ଓ [[rc:///ta/man/translate/figs-activepassive]])

without a word

ଭାର୍ଯ୍ୟା ଗୋଟିଏ ପଦ କଥା ନ କହି I ଏଠାରେ “ଗୋଟିଏ ବାକ୍ୟ” ଯୀଶୁଙ୍କ ବିଷୟରେ ଭାର୍ଯ୍ୟା କହୁଥିବା ଯେ କୌଣସି କଥାକୁ ବୁଝାଏ I (ଦେଖ: rc://*/ta/man/translate/figs-ellipsis)