or_tn/1pe/03/01.md

20 lines
2.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ପିତର ନିର୍ଦ୍ଦିଷ୍ଟ ଭାବରେ ଭାର୍ଯ୍ୟା ହୋଇଥିବା ସ୍ତ୍ରୀଲୋକମାନଙ୍କୁ କଥା କହୁଛନ୍ତି I
# In this way, you who are wives should submit to your own husbands
ବିଶ୍ବାସୀମାନେ ଯେପରି “ମାନବୀୟ ଅଧିକାରୀମାନଙ୍କ ଆଜ୍ଞାବହ” ([୧ ପିତର :୧୩](../02/13.md)) ଓ ଦାସମାନେ “ସେମାନଙ୍କ କର୍ତ୍ତାମାନଙ୍କ ବଶୀଭୂତ” ([୧ ପିତର :୧୮](../02/18.md)) ହେବା ଆବଶ୍ୟକ, ସେହିପରି ଭାର୍ଯ୍ୟାମାନେ ମଧ୍ୟ ସେମାନଙ୍କ ସ୍ବାମୀମାନଙ୍କ ବଶୀଭୂତା ହେବା ଆବଶ୍ୟକ I “ଆଜ୍ଞାବହ” ଓ ବଶୀଭୂତ” ଶବ୍ଦ ଗୋଟିଏ ମୂଳ ଶବ୍ଦରୁ ଅନୁବାଦ କରାଯାଇଛି I
# some men are disobedient to the word
ଏଠାରେ ‘ବାକ୍ୟ” ସୁସମାଚାରର ସମ୍ବାଦକୁ ବୁଝାଏ I ଅନାଜ୍ଞାବହ ହେବାର ଅର୍ଥ ବିଶ୍ବାସ ନ କରିବା I ଦେଖ ତୁମେ ଏହିପରି ଏକ ବାକ୍ୟାଂଶକୁ କିପରି [୧ ପିତର :୮](../02/08.md)ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “କେତେକ ଲୋକ ଯୀଶୁଙ୍କ ବିଷୟରେ ସମ୍ବାଦ ବିଶ୍ବାସ କରୁନାହାନ୍ତି” (ଦେଖ: [[rc://*/ta/man/translate/figs-metonymy]])
# they may be won
ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବାକୁ ସେମାନଙ୍କୁ ପ୍ରବର୍ତ୍ତାଇବାକୁ ହୋଇପାରେ I ଏହାର ଅର୍ଥ ହେଉଛି ଯେ ଅବିଶ୍ବାସୀ ସ୍ବାମୀମାନେ ବିଶ୍ବାସୀ ହୋଇପାରିବେ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ବିଶ୍ବାସୀ ହୋଇପାରିବେ” (ଦେଖ: [[rc://*/ta/man/translate/figs-idiom]] ଓ [[rc://*/ta/man/translate/figs-activepassive]])
# without a word
ଭାର୍ଯ୍ୟା ଗୋଟିଏ ପଦ କଥା ନ କହି I ଏଠାରେ “ଗୋଟିଏ ବାକ୍ୟ” ଯୀଶୁଙ୍କ ବିଷୟରେ ଭାର୍ଯ୍ୟା କହୁଥିବା ଯେ କୌଣସି କଥାକୁ ବୁଝାଏ I (ଦେଖ: [[rc://*/ta/man/translate/figs-ellipsis]])