or_tn/1pe/02/08.md

1.6 KiB

A stone of stumbling and a rock that makes them fall

ଏହି ଦୁଇଟି ବାକ୍ୟାଂଶ ଏକାପରି ଅର୍ଥ ପ୍ରକାଶ କରେ I ସେଗୁଡିକ ମିଳିତ ଭାବରେ ଗୁରୁତ୍ବ ଦିଅନ୍ତି ଯେ ଲୋକମାନେ ଏହି “ପ୍ରସ୍ତର” ରେ ବିଘ୍ନ ପାଇବେ, ଯାହା ଯୀଶୁଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଏକ ପ୍ରସ୍ତର ବା ପାଷାଣ ଯହିଁ ଉପରେ ଲୋକମାନେ ବିଘ୍ନ ପାଇବେ” (ଦେଖ: [[rc:///ta/man/translate/figs-explicit]] ଓ [[rc:///ta/man/translate/figs-parallelism]] ଓ rc://*/ta/man/translate/figs-metaphor)

stumble because they disobey the word

ଏଠାରେ “ବାକ୍ୟ” ସୁସମାଚାରର ସମ୍ବାଦକୁ ବୁଝାଏ I ଅବାଧ୍ୟ ହେବାର ଅର୍ଥ ହେଉଛି ଯେ ସେମାନେ ବିଶ୍ବାସ କଲେ ନାହିଁ I ସେମାନେ ବାଧା ପାଇବେ, କାରଣ ସେମାନେ ଯୀଶୁଙ୍କ ବିଷୟରେ ବାକ୍ୟକୁ ବିଶ୍ବାସ କଲେ ନାହିଁ”

which is what they were appointed to do

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁଥିପାଇଁ ମଧ୍ୟ ଈଶ୍ବର ସେମାନଙ୍କୁ ନିଯୁକ୍ତ କରିଥିଲେ” (ଦେଖ: rc://*/ta/man/translate/figs-activepassive)