or_tn/1pe/02/12.md

1.5 KiB

You should have good behavior

ଗୁଣବାଚକ ବିଶେଷ୍ୟ “ଆଚରଣ”କୁ ଗୋଟିଏ କ୍ରିୟା ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଉତ୍ତମ ଆଚରଣ କରିବା ଉଚିତ” କିମ୍ବା “ତୁମ୍ଭେମାନେ ଉତ୍ତମ ଭାବରେ ଆଚରଣ କରିବା ଉଚିତ” (ଦେଖ: rc://*/ta/man/translate/figs-abstractnouns)

if they speak about you as

ଯଦି ସେମାନେ ତୁମ୍ଭମାନଙ୍କ ବିଷୟରେ ନିନ୍ଦା କରନ୍ତି

they may observe your good works

ଗୁଣବାଚକ ବିଶେଷ୍ୟ “କର୍ମ” କୁ ଗୋଟିଏ କ୍ରିୟା ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ତୁମ୍ଭେମାନେ କରୁଥିବା ସତ୍କର୍ମକୁ ଦେଖିପାରିବେ” (ଦେଖ: rc://*/ta/man/translate/figs-abstractnouns)

on the day of his coming

ଯେଉଁ ଦିନ ସେ ଆସିବେ I ଏହା ଈଶ୍ବର ସମସ୍ତଙ୍କୁ ବିଚାର କରିବା ଦିନକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେତେବେଳେ ସେ ସମସ୍ତଙ୍କ ବିଚାର କରିବାକୁ ଆସିବେ” (ଦେଖ: rc://*/ta/man/translate/figs-explicit)