# You should have good behavior ଗୁଣବାଚକ ବିଶେଷ୍ୟ “ଆଚରଣ”କୁ ଗୋଟିଏ କ୍ରିୟା ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଉତ୍ତମ ଆଚରଣ କରିବା ଉଚିତ” କିମ୍ବା “ତୁମ୍ଭେମାନେ ଉତ୍ତମ ଭାବରେ ଆଚରଣ କରିବା ଉଚିତ” (ଦେଖ: [[rc://*/ta/man/translate/figs-abstractnouns]]) # if they speak about you as ଯଦି ସେମାନେ ତୁମ୍ଭମାନଙ୍କ ବିଷୟରେ ନିନ୍ଦା କରନ୍ତି # they may observe your good works ଗୁଣବାଚକ ବିଶେଷ୍ୟ “କର୍ମ” କୁ ଗୋଟିଏ କ୍ରିୟା ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ତୁମ୍ଭେମାନେ କରୁଥିବା ସତ୍କର୍ମକୁ ଦେଖିପାରିବେ” (ଦେଖ: [[rc://*/ta/man/translate/figs-abstractnouns]]) # on the day of his coming ଯେଉଁ ଦିନ ସେ ଆସିବେ I ଏହା ଈଶ୍ବର ସମସ୍ତଙ୍କୁ ବିଚାର କରିବା ଦିନକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେତେବେଳେ ସେ ସମସ୍ତଙ୍କ ବିଚାର କରିବାକୁ ଆସିବେ” (ଦେଖ: [[rc://*/ta/man/translate/figs-explicit]])