or_tn/1pe/02/12.md

16 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# You should have good behavior
ଗୁଣବାଚକ ବିଶେଷ୍ୟ “ଆଚରଣ”କୁ ଗୋଟିଏ କ୍ରିୟା ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଉତ୍ତମ ଆଚରଣ କରିବା ଉଚିତ” କିମ୍ବା “ତୁମ୍ଭେମାନେ ଉତ୍ତମ ଭାବରେ ଆଚରଣ କରିବା ଉଚିତ” (ଦେଖ: [[rc://*/ta/man/translate/figs-abstractnouns]])
# if they speak about you as
ଯଦି ସେମାନେ ତୁମ୍ଭମାନଙ୍କ ବିଷୟରେ ନିନ୍ଦା କରନ୍ତି
# they may observe your good works
ଗୁଣବାଚକ ବିଶେଷ୍ୟ “କର୍ମ” କୁ ଗୋଟିଏ କ୍ରିୟା ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ତୁମ୍ଭେମାନେ କରୁଥିବା ସତ୍କର୍ମକୁ ଦେଖିପାରିବେ” (ଦେଖ: [[rc://*/ta/man/translate/figs-abstractnouns]])
# on the day of his coming
ଯେଉଁ ଦିନ ସେ ଆସିବେ I ଏହା ଈଶ୍ବର ସମସ୍ତଙ୍କୁ ବିଚାର କରିବା ଦିନକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେତେବେଳେ ସେ ସମସ୍ତଙ୍କ ବିଚାର କରିବାକୁ ଆସିବେ” (ଦେଖ: [[rc://*/ta/man/translate/figs-explicit]])