or_tn/1pe/01/23.md

1.4 KiB
Raw Permalink Blame History

born again, not from perishable seed, but from imperishable seed

ସମ୍ଭାବିତ ଅର୍ଥଗୁଡିକ ହେଉଛି ଯେ ଈଶ୍ବରଙ୍କ ବାକ୍ୟ ବିଷୟରେ ପିତର ହୁଏତ ଏହା କହୁଛନ୍ତି ୧) ଯେପରି ଗୋଟିଏ ଗଛର ବୀଜ ବୃଦ୍ଧିପାଏ ଓ ବିଶ୍ବାସୀମାନଙ୍କ ମଧ୍ୟରେ ନୂତନ ଜୀବନ ଉତ୍ପନ୍ନ କରେ କିମ୍ବା ) ଯେପରି ପୁରୁଷ ଓ ସ୍ତ୍ରୀ ଭିତରେ ଥିବା କ୍ଷୁଦ୍ର ଅଣୁଗୁଡିକ ମିଳିତ ହୋଇ ସ୍ତ୍ରୀ ଭିତରେ ଏକ ଶିଶୁର ବୃଦ୍ଧି ଘଟାଇଥାଏ” (ଦେଖ: rc://*/ta/man/translate/figs-metaphor)

imperishable seed

ଏପରି ବୀଜ ଯାହା ସଢି କି ଶୁଖି କି ମରିଯିବ ନାହିଁ

through the living and remaining word of God

ପିତର ଈଶ୍ବରଙ୍କ ବାକ୍ୟ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଅନନ୍ତକାଳ ଜୀବିତ I ବାସ୍ତବରେ, ଈଶ୍ବର ଅନନ୍ତକାଳସ୍ଥାୟୀ ଏବଂ ତାଙ୍କର ଶିକ୍ଷା ଓ ପ୍ରତିଜ୍ଞା ଅନନ୍ତକାଳସ୍ଥାୟୀ I (ଦେଖ: rc://*/ta/man/translate/figs-metonymy)