or_tn/1pe/01/23.md

12 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# born again, not from perishable seed, but from imperishable seed
ସମ୍ଭାବିତ ଅର୍ଥଗୁଡିକ ହେଉଛି ଯେ ଈଶ୍ବରଙ୍କ ବାକ୍ୟ ବିଷୟରେ ପିତର ହୁଏତ ଏହା କହୁଛନ୍ତି ୧) ଯେପରି ଗୋଟିଏ ଗଛର ବୀଜ ବୃଦ୍ଧିପାଏ ଓ ବିଶ୍ବାସୀମାନଙ୍କ ମଧ୍ୟରେ ନୂତନ ଜୀବନ ଉତ୍ପନ୍ନ କରେ କିମ୍ବା ) ଯେପରି ପୁରୁଷ ଓ ସ୍ତ୍ରୀ ଭିତରେ ଥିବା କ୍ଷୁଦ୍ର ଅଣୁଗୁଡିକ ମିଳିତ ହୋଇ ସ୍ତ୍ରୀ ଭିତରେ ଏକ ଶିଶୁର ବୃଦ୍ଧି ଘଟାଇଥାଏ” (ଦେଖ: [[rc://*/ta/man/translate/figs-metaphor]])
# imperishable seed
ଏପରି ବୀଜ ଯାହା ସଢି କି ଶୁଖି କି ମରିଯିବ ନାହିଁ
# through the living and remaining word of God
ପିତର ଈଶ୍ବରଙ୍କ ବାକ୍ୟ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଅନନ୍ତକାଳ ଜୀବିତ I ବାସ୍ତବରେ, ଈଶ୍ବର ଅନନ୍ତକାଳସ୍ଥାୟୀ ଏବଂ ତାଙ୍କର ଶିକ୍ଷା ଓ ପ୍ରତିଜ୍ଞା ଅନନ୍ତକାଳସ୍ଥାୟୀ I (ଦେଖ: [[rc://*/ta/man/translate/figs-metonymy]])