or_tn/1pe/01/20.md

1.5 KiB

Christ was chosen

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଖ୍ରୀଷ୍ଟଙ୍କୁ ମନୋନୀତ କଲେ” (ଦେଖ: rc://*/ta/man/translate/figs-activepassive)

before the foundation of the world

ତୁମେ ଏହାକୁ ଗୋଟିଏ କ୍ରିୟା ବାକ୍ୟାଂଶ ବ୍ୟବହାର କରି ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଜଗତକୁ ସୃଷ୍ଟି କରିବା ପୂର୍ବରୁ” (ଦେଖ: rc://*/ta/man/translate/figs-abstractnouns)

he has been revealed to you

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆପଣାକୁ ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରିଛନ୍ତି” (ଦେଖ: rc://*/ta/man/translate/figs-activepassive)

he has been revealed to you

ତାହାଙ୍କର ପାଠକମାନେ ଖ୍ରୀଷ୍ଟଙ୍କୁ ପ୍ରକୃତରେ ଦେଖିଥିବା ଅର୍ଥରେ ପିତର କହୁନାହାନ୍ତି, କିନ୍ତୁ ସେମାନେ ତାହାଙ୍କ ବିଷୟରେ ସତ୍ୟତା ଶିକ୍ଷା କରିଛନ୍ତି I (ଦେଖ: rc://*/ta/man/translate/figs-metaphor)