# Christ was chosen ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଖ୍ରୀଷ୍ଟଙ୍କୁ ମନୋନୀତ କଲେ” (ଦେଖ: [[rc://*/ta/man/translate/figs-activepassive]]) # before the foundation of the world ତୁମେ ଏହାକୁ ଗୋଟିଏ କ୍ରିୟା ବାକ୍ୟାଂଶ ବ୍ୟବହାର କରି ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଜଗତକୁ ସୃଷ୍ଟି କରିବା ପୂର୍ବରୁ” (ଦେଖ: [[rc://*/ta/man/translate/figs-abstractnouns]]) # he has been revealed to you ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆପଣାକୁ ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରିଛନ୍ତି” (ଦେଖ: [[rc://*/ta/man/translate/figs-activepassive]]) # he has been revealed to you ତାହାଙ୍କର ପାଠକମାନେ ଖ୍ରୀଷ୍ଟଙ୍କୁ ପ୍ରକୃତରେ ଦେଖିଥିବା ଅର୍ଥରେ ପିତର କହୁନାହାନ୍ତି, କିନ୍ତୁ ସେମାନେ ତାହାଙ୍କ ବିଷୟରେ ସତ୍ୟତା ଶିକ୍ଷା କରିଛନ୍ତି I (ଦେଖ: [[rc://*/ta/man/translate/figs-metaphor]])