or_tn/1pe/01/20.md

16 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# Christ was chosen
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଖ୍ରୀଷ୍ଟଙ୍କୁ ମନୋନୀତ କଲେ” (ଦେଖ: [[rc://*/ta/man/translate/figs-activepassive]])
# before the foundation of the world
ତୁମେ ଏହାକୁ ଗୋଟିଏ କ୍ରିୟା ବାକ୍ୟାଂଶ ବ୍ୟବହାର କରି ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଜଗତକୁ ସୃଷ୍ଟି କରିବା ପୂର୍ବରୁ” (ଦେଖ: [[rc://*/ta/man/translate/figs-abstractnouns]])
# he has been revealed to you
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆପଣାକୁ ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରିଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# he has been revealed to you
ତାହାଙ୍କର ପାଠକମାନେ ଖ୍ରୀଷ୍ଟଙ୍କୁ ପ୍ରକୃତରେ ଦେଖିଥିବା ଅର୍ଥରେ ପିତର କହୁନାହାନ୍ତି, କିନ୍ତୁ ସେମାନେ ତାହାଙ୍କ ବିଷୟରେ ସତ୍ୟତା ଶିକ୍ଷା କରିଛନ୍ତି I (ଦେଖ: [[rc://*/ta/man/translate/figs-metaphor]])