or_tn/1jn/04/07.md

1.9 KiB
Raw Permalink Blame History

General Information:

ଯୋହନ କ୍ରମାଗତଭାବେ ନୁତନ ସ୍ବଭାବ ବିଷୟରେ ଶିକ୍ଷା ଦିଅନ୍ତି । ସେ ତାହାଙ୍କର ପାଠକମାନଙ୍କୁ ଈଶ୍ବରଙ୍କ ପ୍ରେମ ଏବଂ ପରସ୍ପରକୁ ପ୍ରେମ କରିବା ବିଷୟରେ ଶିକ୍ଷା ଦିଅନ୍ତି ।

Beloved, let us love

ତୁମେ ସେହି ଲୋକମାନେ ଯାହାକୁ ମୁଁ ପ୍ରେମ କରେ, ଆସ ଆମେମାନେ ପ୍ରେମ କରୁ କିମ୍ବା “ପ୍ରିୟ ବନ୍ଧୁଗଣ, ଆମେମାନେ ପ୍ରେମ କରୁ ।” ଦେଖ “ପ୍ରିୟ” ଶବ୍ଦକୁ [୧ ଯୋହନ :୭] (..//୦୭.md)ରେ ତୁମେ କିପରି ଅନୁବାଦ କରିଅଛ ।

let us love one another

ବିଶ୍ବାସୀମାନେ ଅନ୍ୟ ବିଶ୍ବାସୀମାନଙ୍କୁ ପ୍ରେମ କରନ୍ତି

and everyone who loves is born from God and knows God

ଏବଂ କାରଣ ଯେଉଁମାନେ ସହ ବିଶ୍ବାସୀମାନଙ୍କୁ ପ୍ରେମ କରନ୍ତି ସେମାନେ ଈଶ୍ବରଙ୍କ ସନ୍ତାନ ହୋଇଛନ୍ତି ଏବଂ ତାହାଙ୍କୁ ଜାଣନ୍ତି

for love is from God

କାରଣ ଈଶ୍ବର ଆମ୍ଭମାନଙ୍କୁ ପରସ୍ପରକୁ ପ୍ରେମ କରିବାର କାରଣ ଅଟନ୍ତି

born from God

ଏହା ଏକ ରୂପକ ଅଟେ ଯାହାର ଅର୍ଥ ଯେ କେହି ଈଶ୍ବରଙ୍କ ସହିତ ସମ୍ପର୍କ ରଖିଅଛି ଯେପରି ଜଣେ ସନ୍ତାନ ତାହାର ପିତାଙ୍କ ସହିତ ସମ୍ପର୍କ ରଖେ । (ଦେଖ: rc://*/ta/man/translate/figs-metaphor)