# General Information: ଯୋହନ କ୍ରମାଗତଭାବେ ନୁତନ ସ୍ବଭାବ ବିଷୟରେ ଶିକ୍ଷା ଦିଅନ୍ତି । ସେ ତାହାଙ୍କର ପାଠକମାନଙ୍କୁ ଈଶ୍ବରଙ୍କ ପ୍ରେମ ଏବଂ ପରସ୍ପରକୁ ପ୍ରେମ କରିବା ବିଷୟରେ ଶିକ୍ଷା ଦିଅନ୍ତି । # Beloved, let us love ତୁମେ ସେହି ଲୋକମାନେ ଯାହାକୁ ମୁଁ ପ୍ରେମ କରେ, ଆସ ଆମେମାନେ ପ୍ରେମ କରୁ କିମ୍ବା “ପ୍ରିୟ ବନ୍ଧୁଗଣ, ଆମେମାନେ ପ୍ରେମ କରୁ ।” ଦେଖ “ପ୍ରିୟ” ଶବ୍ଦକୁ [୧ ଯୋହନ ୨:୭] (../୦୨/୦୭.md)ରେ ତୁମେ କିପରି ଅନୁବାଦ କରିଅଛ । # let us love one another ବିଶ୍ବାସୀମାନେ ଅନ୍ୟ ବିଶ୍ବାସୀମାନଙ୍କୁ ପ୍ରେମ କରନ୍ତି # and everyone who loves is born from God and knows God ଏବଂ କାରଣ ଯେଉଁମାନେ ସହ ବିଶ୍ବାସୀମାନଙ୍କୁ ପ୍ରେମ କରନ୍ତି ସେମାନେ ଈଶ୍ବରଙ୍କ ସନ୍ତାନ ହୋଇଛନ୍ତି ଏବଂ ତାହାଙ୍କୁ ଜାଣନ୍ତି # for love is from God କାରଣ ଈଶ୍ବର ଆମ୍ଭମାନଙ୍କୁ ପରସ୍ପରକୁ ପ୍ରେମ କରିବାର କାରଣ ଅଟନ୍ତି # born from God ଏହା ଏକ ରୂପକ ଅଟେ ଯାହାର ଅର୍ଥ ଯେ କେହି ଈଶ୍ବରଙ୍କ ସହିତ ସମ୍ପର୍କ ରଖିଅଛି ଯେପରି ଜଣେ ସନ୍ତାନ ତାହାର ପିତାଙ୍କ ସହିତ ସମ୍ପର୍କ ରଖେ । (ଦେଖ: [[rc://*/ta/man/translate/figs-metaphor]])