or_tn/1jn/04/07.md

24 lines
1.9 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଯୋହନ କ୍ରମାଗତଭାବେ ନୁତନ ସ୍ବଭାବ ବିଷୟରେ ଶିକ୍ଷା ଦିଅନ୍ତି । ସେ ତାହାଙ୍କର ପାଠକମାନଙ୍କୁ ଈଶ୍ବରଙ୍କ ପ୍ରେମ ଏବଂ ପରସ୍ପରକୁ ପ୍ରେମ କରିବା ବିଷୟରେ ଶିକ୍ଷା ଦିଅନ୍ତି ।
# Beloved, let us love
ତୁମେ ସେହି ଲୋକମାନେ ଯାହାକୁ ମୁଁ ପ୍ରେମ କରେ, ଆସ ଆମେମାନେ ପ୍ରେମ କରୁ କିମ୍ବା “ପ୍ରିୟ ବନ୍ଧୁଗଣ, ଆମେମାନେ ପ୍ରେମ କରୁ ।” ଦେଖ “ପ୍ରିୟ” ଶବ୍ଦକୁ [୧ ଯୋହନ :୭] (..//୦୭.md)ରେ ତୁମେ କିପରି ଅନୁବାଦ କରିଅଛ ।
# let us love one another
ବିଶ୍ବାସୀମାନେ ଅନ୍ୟ ବିଶ୍ବାସୀମାନଙ୍କୁ ପ୍ରେମ କରନ୍ତି
# and everyone who loves is born from God and knows God
ଏବଂ କାରଣ ଯେଉଁମାନେ ସହ ବିଶ୍ବାସୀମାନଙ୍କୁ ପ୍ରେମ କରନ୍ତି ସେମାନେ ଈଶ୍ବରଙ୍କ ସନ୍ତାନ ହୋଇଛନ୍ତି ଏବଂ ତାହାଙ୍କୁ ଜାଣନ୍ତି
# for love is from God
କାରଣ ଈଶ୍ବର ଆମ୍ଭମାନଙ୍କୁ ପରସ୍ପରକୁ ପ୍ରେମ କରିବାର କାରଣ ଅଟନ୍ତି
# born from God
ଏହା ଏକ ରୂପକ ଅଟେ ଯାହାର ଅର୍ଥ ଯେ କେହି ଈଶ୍ବରଙ୍କ ସହିତ ସମ୍ପର୍କ ରଖିଅଛି ଯେପରି ଜଣେ ସନ୍ତାନ ତାହାର ପିତାଙ୍କ ସହିତ ସମ୍ପର୍କ ରଖେ । (ଦେଖ: [[rc://*/ta/man/translate/figs-metaphor]])