or_tn/1jn/03/17.md

1.5 KiB

the world's goods

ଜାଗତିକ ସମ୍ପଦ ଯଥା ଅର୍ଥ, ଖାଦ୍ୟ, କିମ୍ବା ବସ୍ତ୍ର

sees his brother in need

ଜଣେ ଅନୁତପ୍ତ ବିଶ୍ବାସୀ ସାହାଯ୍ୟ ଆବଶ୍ୟକ କରେ ।

shuts up his heart of compassion from him

ଏଠାରେ “ହୃଦୟ” ଶଦ୍ଦ “ବିଚାର” ଏବଂ “ଭାବନା” ନିମନ୍ତେ ଲକ୍ଷଣ ସୂଚକ ଅଟେ । ଏଠାରେ “କରୁଣାରେ ତାହାଙ୍କ ହୃଦୟକୁ ବନ୍ଦ କରିଦିଅନ୍ତି” କାହାକୁ କେବେହେଁ ଦୟା ନଦେଖାଇବା ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “ତାହାଙ୍କୁ କରୁଣା ଦେଖାଅ ନାହିଁ” କିମ୍ବା “ସ୍ବଇଚ୍ଛାରେ ତାହାକୁ ସାହାଯ୍ୟ କର ନାହିଁ” (ଦେଖ: [[rc:///ta/man/translate/figs-metonymy]] ଏବଂ [[rc:///ta/man/translate/figs-metaphor]])

how does the love of God remain in him?

ଯୋହନ ତାହାଙ୍କ ଶ୍ରୋତାମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନର ବ୍ୟବହାର କରନ୍ତି । ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ପ୍ରେମ ତାହାଙ୍କଠାରେ ନାହିଁ” (ଦେଖ: rc://*/ta/man/translate/figs-rquestion)