# the world's goods ଜାଗତିକ ସମ୍ପଦ ଯଥା ଅର୍ଥ, ଖାଦ୍ୟ, କିମ୍ବା ବସ୍ତ୍ର # sees his brother in need ଜଣେ ଅନୁତପ୍ତ ବିଶ୍ବାସୀ ସାହାଯ୍ୟ ଆବଶ୍ୟକ କରେ । # shuts up his heart of compassion from him ଏଠାରେ “ହୃଦୟ” ଶଦ୍ଦ “ବିଚାର” ଏବଂ “ଭାବନା” ନିମନ୍ତେ ଲକ୍ଷଣ ସୂଚକ ଅଟେ । ଏଠାରେ “କରୁଣାରେ ତାହାଙ୍କ ହୃଦୟକୁ ବନ୍ଦ କରିଦିଅନ୍ତି” କାହାକୁ କେବେହେଁ ଦୟା ନଦେଖାଇବା ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “ତାହାଙ୍କୁ କରୁଣା ଦେଖାଅ ନାହିଁ” କିମ୍ବା “ସ୍ବଇଚ୍ଛାରେ ତାହାକୁ ସାହାଯ୍ୟ କର ନାହିଁ” (ଦେଖ: [[rc://*/ta/man/translate/figs-metonymy]] ଏବଂ [[rc://*/ta/man/translate/figs-metaphor]]) # how does the love of God remain in him? ଯୋହନ ତାହାଙ୍କ ଶ୍ରୋତାମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନର ବ୍ୟବହାର କରନ୍ତି । ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ପ୍ରେମ ତାହାଙ୍କଠାରେ ନାହିଁ” (ଦେଖ: [[rc://*/ta/man/translate/figs-rquestion]])