or_tn/1jn/03/17.md

16 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# the world's goods
ଜାଗତିକ ସମ୍ପଦ ଯଥା ଅର୍ଥ, ଖାଦ୍ୟ, କିମ୍ବା ବସ୍ତ୍ର
# sees his brother in need
ଜଣେ ଅନୁତପ୍ତ ବିଶ୍ବାସୀ ସାହାଯ୍ୟ ଆବଶ୍ୟକ କରେ ।
# shuts up his heart of compassion from him
ଏଠାରେ “ହୃଦୟ” ଶଦ୍ଦ “ବିଚାର” ଏବଂ “ଭାବନା” ନିମନ୍ତେ ଲକ୍ଷଣ ସୂଚକ ଅଟେ । ଏଠାରେ “କରୁଣାରେ ତାହାଙ୍କ ହୃଦୟକୁ ବନ୍ଦ କରିଦିଅନ୍ତି” କାହାକୁ କେବେହେଁ ଦୟା ନଦେଖାଇବା ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “ତାହାଙ୍କୁ କରୁଣା ଦେଖାଅ ନାହିଁ” କିମ୍ବା “ସ୍ବଇଚ୍ଛାରେ ତାହାକୁ ସାହାଯ୍ୟ କର ନାହିଁ” (ଦେଖ: [[rc://*/ta/man/translate/figs-metonymy]] ଏବଂ [[rc://*/ta/man/translate/figs-metaphor]])
# how does the love of God remain in him?
ଯୋହନ ତାହାଙ୍କ ଶ୍ରୋତାମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନର ବ୍ୟବହାର କରନ୍ତି । ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ପ୍ରେମ ତାହାଙ୍କଠାରେ ନାହିଁ” (ଦେଖ: [[rc://*/ta/man/translate/figs-rquestion]])