or_tn/1jn/01/08.md

16 lines
964 B
Markdown

# General Information:
ଏଠାରେ “ସେ,” “ତାହାଙ୍କ,” ଏବଂ “ତାହାଙ୍କର” ଶବ୍ଦ ଈଶ୍ବରଙ୍କୁ ସୂଚିତ କରେ ([୧ଯୋହନ ୧:୫](../୦୧/୦୫.md)).
# have no sin
କଦାପି ପାପ କର ନାହିଁ
# are deceiving
ପ୍ରବଞ୍ଚନାରେ ପଡୁଅଛୁ ବା “ମିଥ୍ୟା କହୁଅଛୁ”
# the truth is not in us
ସତ୍ୟ ବିଷୟରେ ଏପରି କୁହାଯାଇଛି ଯେପରି ଏହାର ଏକ ଉଦେଶ୍ବ ଥିଲା ଯାହା ବିଶ୍ବାସୀମାନଙ୍କ ଅନ୍ତରରେ ହୋଇପାରେ । ଅନ୍ୟ ଏକ ଅନୁବାଦରେ: “ ଆମେମାନେ ବିଶ୍ବାସ କରୁ ନାହୁ ଯାହା ଈଶ୍ବରଙ୍କ କଥିତ ବାକ୍ୟ ସତ୍ୟ ଅଟେ” (ଦେଖ:[[rc://*/ta/man/translate/figs-metaphor]])