or_tn/1jn/01/08.md

964 B

General Information:

ଏଠାରେ “ସେ,” “ତାହାଙ୍କ,” ଏବଂ “ତାହାଙ୍କର” ଶବ୍ଦ ଈଶ୍ବରଙ୍କୁ ସୂଚିତ କରେ (୧ଯୋହନ ୧:୫).

have no sin

କଦାପି ପାପ କର ନାହିଁ

are deceiving

ପ୍ରବଞ୍ଚନାରେ ପଡୁଅଛୁ ବା “ମିଥ୍ୟା କହୁଅଛୁ”

the truth is not in us

ସତ୍ୟ ବିଷୟରେ ଏପରି କୁହାଯାଇଛି ଯେପରି ଏହାର ଏକ ଉଦେଶ୍ବ ଥିଲା ଯାହା ବିଶ୍ବାସୀମାନଙ୍କ ଅନ୍ତରରେ ହୋଇପାରେ । ଅନ୍ୟ ଏକ ଅନୁବାଦରେ: “ ଆମେମାନେ ବିଶ୍ବାସ କରୁ ନାହୁ ଯାହା ଈଶ୍ବରଙ୍କ କଥିତ ବାକ୍ୟ ସତ୍ୟ ଅଟେ” (ଦେଖ:rc://*/ta/man/translate/figs-metaphor)