# General Information: ଏଠାରେ “ସେ,” “ତାହାଙ୍କ,” ଏବଂ “ତାହାଙ୍କର” ଶବ୍ଦ ଈଶ୍ବରଙ୍କୁ ସୂଚିତ କରେ ([୧ଯୋହନ ୧:୫](../୦୧/୦୫.md)). # have no sin କଦାପି ପାପ କର ନାହିଁ # are deceiving ପ୍ରବଞ୍ଚନାରେ ପଡୁଅଛୁ ବା “ମିଥ୍ୟା କହୁଅଛୁ” # the truth is not in us ସତ୍ୟ ବିଷୟରେ ଏପରି କୁହାଯାଇଛି ଯେପରି ଏହାର ଏକ ଉଦେଶ୍ବ ଥିଲା ଯାହା ବିଶ୍ବାସୀମାନଙ୍କ ଅନ୍ତରରେ ହୋଇପାରେ । ଅନ୍ୟ ଏକ ଅନୁବାଦରେ: “ ଆମେମାନେ ବିଶ୍ବାସ କରୁ ନାହୁ ଯାହା ଈଶ୍ବରଙ୍କ କଥିତ ବାକ୍ୟ ସତ୍ୟ ଅଟେ” (ଦେଖ:[[rc://*/ta/man/translate/figs-metaphor]])