or_tn/1co/14/03.md

653 B

to build them up

ଲୋକମାନଙ୍କୁ ନିର୍ମାଣ କରିବାର ଅର୍ଥ ସେମାନଙ୍କୁ ବିଶ୍ବାସରେ ପରିପକ୍ବ ଏବଂ ଦୃଢ କରିବା ପାଇଁ ସହାୟତା କରିବା । ୧କରିନ୍ଥୀୟ ୮:୧ରେ “ନିର୍ମାଣ କରିବା”ର ଅନୁବାଦ ତୁମେ କିପରି ଭାବରେ କରିଛ ତାହା ଦେଖ । ବିକଳ୍ପ ଅନୁବାଦ: “ସେମାନଙ୍କୁ ଦୃଢ କରିବା ପାଇଁ” (ଦେଖ:rc://*/ta/man/translate/figs-metaphor)