# to build them up ଲୋକମାନଙ୍କୁ ନିର୍ମାଣ କରିବାର ଅର୍ଥ ସେମାନଙ୍କୁ ବିଶ୍ବାସରେ ପରିପକ୍ବ ଏବଂ ଦୃଢ କରିବା ପାଇଁ ସହାୟତା କରିବା । [୧କରିନ୍ଥୀୟ ୮:୧](../୦୮/୦୧.md)ରେ “ନିର୍ମାଣ କରିବା”ର ଅନୁବାଦ ତୁମେ କିପରି ଭାବରେ କରିଛ ତାହା ଦେଖ । ବିକଳ୍ପ ଅନୁବାଦ: “ସେମାନଙ୍କୁ ଦୃଢ କରିବା ପାଇଁ” (ଦେଖ:[[rc://*/ta/man/translate/figs-metaphor]])