or_tn/1co/14/03.md

4 lines
653 B
Markdown
Raw Permalink Normal View History

2020-11-19 00:15:53 +00:00
# to build them up
ଲୋକମାନଙ୍କୁ ନିର୍ମାଣ କରିବାର ଅର୍ଥ ସେମାନଙ୍କୁ ବିଶ୍ବାସରେ ପରିପକ୍ବ ଏବଂ ଦୃଢ କରିବା ପାଇଁ ସହାୟତା କରିବା । [୧କରିନ୍ଥୀୟ ୮:୧](../୦୮/୦୧.md)ରେ “ନିର୍ମାଣ କରିବା”ର ଅନୁବାଦ ତୁମେ କିପରି ଭାବରେ କରିଛ ତାହା ଦେଖ । ବିକଳ୍ପ ଅନୁବାଦ: “ସେମାନଙ୍କୁ ଦୃଢ କରିବା ପାଇଁ” (ଦେଖ:[[rc://*/ta/man/translate/figs-metaphor]])