or_tn/1co/13/12.md

20 lines
1.7 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# For now we see indirectly in a mirror
ପାଉଲଙ୍କ ସମୟରେ ଦର୍ପଣକୁ କାଚ ବଦଳରେ ପାଲିସ୍ କରାଯାଇଥିବା ଧାତୁରେ ତିଆରି କରାଯାଉଥିଲା ଯାହା କ୍ଷୀଣ, ଅସ୍ପଷ୍ଟ ପ୍ରତିବିମ୍ବ ପ୍ରଦାନ କରୁଥିଲା ।
# now we see
ସାମ୍ଭାବ୍ୟ ଅର୍ଥଗୁଡିକ ୧) “ଏବେ ଆମ୍ଭମାନେ ଖ୍ରୀଷ୍ଟଙ୍କୁ ଦେଖୁଛୁ” ବା ) “ଏବେ ଆମ୍ଭେମାନେ ଇଶ୍ବରଙ୍କୁ ଦେଖୁଛୁ ।”
# but then face to face
କିନ୍ତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କୁ ମୁହାଁ ମୁହିଁ ଦେଖିବା ଏହାର ଅର୍ଥ ଆମ୍ଭେମାନେ ଶାରୀରିକ ଭାବେ ଖ୍ରୀଷ୍ଟଙ୍କ ସହିତ ଉପସ୍ଥିତ ରହିବା । (ଦେଖ:[[rc://*/ta/man/translate/figs-ellipsis]])
# I will know fully
“ଖ୍ରୀଷ୍ଟ” ଶବ୍ଦଟି ବୁଝାପଡୁଛି । ବିକଳ୍ପ ଅନୁବାଦ: “ମୁଁ ଖ୍ରୀଷ୍ଟଙ୍କୁ ସମ୍ପୁର୍ଣ୍ଣ ଭାବେ ଜାଣିବି” (ଦେଖ:[[rc://*/ta/man/translate/figs-synecdoche]])
# just as I have been fully known
ଏହାକୁ ସକ୍ରିୟବାକ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେପରି ଖ୍ରୀଷ୍ଟ ମୋତେ ସମ୍ପୁର୍ଣ୍ଣ ଭାବେ ଜାଣିଛନ୍ତି” (ଦେଖ:[[rc://*/ta/man/translate/figs-ellipsis]])