or_tn/1co/13/12.md

1.7 KiB
Raw Permalink Blame History

For now we see indirectly in a mirror

ପାଉଲଙ୍କ ସମୟରେ ଦର୍ପଣକୁ କାଚ ବଦଳରେ ପାଲିସ୍ କରାଯାଇଥିବା ଧାତୁରେ ତିଆରି କରାଯାଉଥିଲା ଯାହା କ୍ଷୀଣ, ଅସ୍ପଷ୍ଟ ପ୍ରତିବିମ୍ବ ପ୍ରଦାନ କରୁଥିଲା ।

now we see

ସାମ୍ଭାବ୍ୟ ଅର୍ଥଗୁଡିକ ୧) “ଏବେ ଆମ୍ଭମାନେ ଖ୍ରୀଷ୍ଟଙ୍କୁ ଦେଖୁଛୁ” ବା ) “ଏବେ ଆମ୍ଭେମାନେ ଇଶ୍ବରଙ୍କୁ ଦେଖୁଛୁ ।”

but then face to face

କିନ୍ତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କୁ ମୁହାଁ ମୁହିଁ ଦେଖିବା ଏହାର ଅର୍ଥ ଆମ୍ଭେମାନେ ଶାରୀରିକ ଭାବେ ଖ୍ରୀଷ୍ଟଙ୍କ ସହିତ ଉପସ୍ଥିତ ରହିବା । (ଦେଖ:rc://*/ta/man/translate/figs-ellipsis)

I will know fully

“ଖ୍ରୀଷ୍ଟ” ଶବ୍ଦଟି ବୁଝାପଡୁଛି । ବିକଳ୍ପ ଅନୁବାଦ: “ମୁଁ ଖ୍ରୀଷ୍ଟଙ୍କୁ ସମ୍ପୁର୍ଣ୍ଣ ଭାବେ ଜାଣିବି” (ଦେଖ:rc://*/ta/man/translate/figs-synecdoche)

just as I have been fully known

ଏହାକୁ ସକ୍ରିୟବାକ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେପରି ଖ୍ରୀଷ୍ଟ ମୋତେ ସମ୍ପୁର୍ଣ୍ଣ ଭାବେ ଜାଣିଛନ୍ତି” (ଦେଖ:rc://*/ta/man/translate/figs-ellipsis)