# For now we see indirectly in a mirror ପାଉଲଙ୍କ ସମୟରେ ଦର୍ପଣକୁ କାଚ ବଦଳରେ ପାଲିସ୍ କରାଯାଇଥିବା ଧାତୁରେ ତିଆରି କରାଯାଉଥିଲା ଯାହା କ୍ଷୀଣ, ଅସ୍ପଷ୍ଟ ପ୍ରତିବିମ୍ବ ପ୍ରଦାନ କରୁଥିଲା । # now we see ସାମ୍ଭାବ୍ୟ ଅର୍ଥଗୁଡିକ ୧) “ଏବେ ଆମ୍ଭମାନେ ଖ୍ରୀଷ୍ଟଙ୍କୁ ଦେଖୁଛୁ” ବା ୨) “ଏବେ ଆମ୍ଭେମାନେ ଇଶ୍ବରଙ୍କୁ ଦେଖୁଛୁ ।” # but then face to face କିନ୍ତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କୁ ମୁହାଁ ମୁହିଁ ଦେଖିବା ଏହାର ଅର୍ଥ ଆମ୍ଭେମାନେ ଶାରୀରିକ ଭାବେ ଖ୍ରୀଷ୍ଟଙ୍କ ସହିତ ଉପସ୍ଥିତ ରହିବା । (ଦେଖ:[[rc://*/ta/man/translate/figs-ellipsis]]) # I will know fully “ଖ୍ରୀଷ୍ଟ” ଶବ୍ଦଟି ବୁଝାପଡୁଛି । ବିକଳ୍ପ ଅନୁବାଦ: “ମୁଁ ଖ୍ରୀଷ୍ଟଙ୍କୁ ସମ୍ପୁର୍ଣ୍ଣ ଭାବେ ଜାଣିବି” (ଦେଖ:[[rc://*/ta/man/translate/figs-synecdoche]]) # just as I have been fully known ଏହାକୁ ସକ୍ରିୟବାକ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେପରି ଖ୍ରୀଷ୍ଟ ମୋତେ ସମ୍ପୁର୍ଣ୍ଣ ଭାବେ ଜାଣିଛନ୍ତି” (ଦେଖ:[[rc://*/ta/man/translate/figs-ellipsis]])