or_tn/1co/10/23.md

2.0 KiB
Raw Permalink Blame History

Connecting Statement:

ପାଉଲ ସେମାନଙ୍କୁ ସ୍ବତନ୍ତ୍ରତାର ବ୍ୟବସ୍ଥା ଏବଂ ଅନ୍ୟମାନଙ୍କର ଉପକାର ପାଇଁ ସବୁକିଛି କରିବାକୁ ପୁନର୍ବାର ସ୍ମରଣ କରାଇ ଦିଅନ୍ତି ।

Everything is lawful

ସାମ୍ଭାବ୍ୟ ଅର୍ଥଗୁଡିକ ୧) କିଛି କରିନ୍ଥୀୟମାନେ ଯାହା ଭାବୁଥାଇ ପାରନ୍ତି ପାଉଲ ତହିଁର ଉତ୍ତର ଦେଉଛନ୍ତି, “କେତେଲୋକ କହୁଛନ୍ତି, ‘ମୁଁ ସମସ୍ତ ବିଷୟ କରି ପାରିବି”’ ବା )ପାଉଲ ବାସ୍ତବରେ କହୁଛନ୍ତି ଯେ ସେ ଯାହା ଭାବୁଛନ୍ତି ତାହା ସତ୍ୟ ଅଟେ, “ଇଶ୍ବର ମୋତେ ସମସ୍ତ ବିଷୟ କରିବା ପାଇଁ ଅନୁମତି ଦିଅନ୍ତି । “ଏହାର ଅନୁବାଦ ୧କରିନ୍ଥୀୟ ୬:୧୨ ରେ ଯେପରି କରାଯାଇଛି ସେପରି କରାଯିବା ଉଚିତ୍ ।

not everything is beneficial

କିଛି ଜିନିଷ ଉପକାରୀ ନୁହେଁ

not everything builds people up

ଲୋକମାନଙ୍କୁ ନିର୍ମାଣ କରିବାର ଅର୍ଥ ବିଶ୍ବାସରେ ସେମାନଙ୍କୁ ପରିପକ୍ବ ଏବଂ ଦୃଢ଼ ହେବାରେ ସାହାଯ୍ୟ କରିବା । ୧କରିନ୍ଥୀୟ ୮:୧ ରେ “ନିର୍ମାଣ କରିବା” ର ଅନୁବାଦ ତୁମେ କିପରି କରିଛ ତାହା ଦେଖ । ବିକଳ୍ପ ଅନୁବାଦ: “ସବୁକିଛି ଲୋକମାନଙ୍କୁ ଦୃଢ କରେନାହିଁ “ ବା “କିଛି ବିଷୟ ଲୋକମାନଙ୍କୁ ଦୃଢ କରେ ନାହିଁ” (ଦେଖ:rc://*/ta/man/translate/figs-metaphor)