or_tn/1co/06/12.md

2.3 KiB
Raw Permalink Blame History

Connecting Statement:

ପାଉଲ କରିନ୍ଥୀୟର ବିଶ୍ବାସୀମାନଙ୍କୁ ସ୍ମରଣ କରିଦେଉଛନ୍ତି ଯେ ଇଶ୍ବର ସେମାନଙ୍କଠାରୁ ଶୁଦ୍ଧତା ଚାହାଁନ୍ତି କାରଣ ଖ୍ରୀଷ୍ଟ ସେମାନଙ୍କୁ ତାହାଙ୍କ ମୃତ୍ୟୁ ଦ୍ବାରା କିଣି ଅଛନ୍ତି । ସେମାନଙ୍କ ଶରୀର ବର୍ତ୍ତମାନ ଇଶ୍ବରଙ୍କ ମନ୍ଦିର ଅଟେ । କରିନ୍ଥୀୟମାନେ କ’ଣ କହିପାରନ୍ତି ତାହା ଜଣାଇ ସେ ଏପରି କରୁଛନ୍ତି ଏବଂ ତାପରେ ସେମାନଙ୍କୁ ସଂଶୋଧନ କରୁଛନ୍ତି ।

Everything is lawful for me

ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧) କେତେକ କରିନ୍ଥୀୟମାନେ କ’ଣ ଭାବୁଥାଇପାରନ୍ତି ପାଉଲ ତହିଁର ଉତ୍ତର ପ୍ରଦାନ କରୁଛନ୍ତି, ""କେତେକ କହନ୍ତି, ମୁଁ ସବୁକିଛି କରିପାରେ"" ବା ) ପାଉଲ ବାସ୍ତବରେ କହୁଛନ୍ତି ସେ ଯାହା ଭାବୁଛନ୍ତି ତାହା ସତ୍ୟ ଅଟେ, ""ଈଶ୍ବର ମୋତେ ସବୁକିଛି କରିବା ପାଇଁ ଅନୁମତି ଦିଅନ୍ତି ।

but not everything is beneficial

ପାଉଲ ସେମାନଙ୍କୁ ଉତ୍ତର ଦିଅନ୍ତି ଯେଉମାନେ କହନ୍ତି, ""ମୋ ପାଇଁ ସବୁକିଛି ବିଧିସଙ୍ଗତ ଅଟେ ।"" ବିକଳ୍ପ ଅନୁବାଦ: ""କିନ୍ତୁ ମୋ ପାଇଁ ସମସ୍ତ ବିଷୟ ହିତଜନକ ନୁହେଁ ।

I will not be mastered by any of them

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ମୁଁ ଏହି ବିଷୟଗୁଡିକୁ ଜଣେ ମୁନୀବ ପରି ମୋ ଉପରେ ଶାସନ କରିବାକୁ ଦେବି ନାହିଁ”(ଦେଖ:rc://*/ta/man/translate/figs-activepassive)