or_tn/1co/06/12.md

16 lines
2.3 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# Connecting Statement:
ପାଉଲ କରିନ୍ଥୀୟର ବିଶ୍ବାସୀମାନଙ୍କୁ ସ୍ମରଣ କରିଦେଉଛନ୍ତି ଯେ ଇଶ୍ବର ସେମାନଙ୍କଠାରୁ ଶୁଦ୍ଧତା ଚାହାଁନ୍ତି କାରଣ ଖ୍ରୀଷ୍ଟ ସେମାନଙ୍କୁ ତାହାଙ୍କ ମୃତ୍ୟୁ ଦ୍ବାରା କିଣି ଅଛନ୍ତି । ସେମାନଙ୍କ ଶରୀର ବର୍ତ୍ତମାନ ଇଶ୍ବରଙ୍କ ମନ୍ଦିର ଅଟେ । କରିନ୍ଥୀୟମାନେ କ’ଣ କହିପାରନ୍ତି ତାହା ଜଣାଇ ସେ ଏପରି କରୁଛନ୍ତି ଏବଂ ତାପରେ ସେମାନଙ୍କୁ ସଂଶୋଧନ କରୁଛନ୍ତି ।
# Everything is lawful for me
ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧) କେତେକ କରିନ୍ଥୀୟମାନେ କ’ଣ ଭାବୁଥାଇପାରନ୍ତି ପାଉଲ ତହିଁର ଉତ୍ତର ପ୍ରଦାନ କରୁଛନ୍ତି, ""କେତେକ କହନ୍ତି, ମୁଁ ସବୁକିଛି କରିପାରେ"" ବା ) ପାଉଲ ବାସ୍ତବରେ କହୁଛନ୍ତି ସେ ଯାହା ଭାବୁଛନ୍ତି ତାହା ସତ୍ୟ ଅଟେ, ""ଈଶ୍ବର ମୋତେ ସବୁକିଛି କରିବା ପାଇଁ ଅନୁମତି ଦିଅନ୍ତି ।
# but not everything is beneficial
ପାଉଲ ସେମାନଙ୍କୁ ଉତ୍ତର ଦିଅନ୍ତି ଯେଉମାନେ କହନ୍ତି, ""ମୋ ପାଇଁ ସବୁକିଛି ବିଧିସଙ୍ଗତ ଅଟେ ।"" ବିକଳ୍ପ ଅନୁବାଦ: ""କିନ୍ତୁ ମୋ ପାଇଁ ସମସ୍ତ ବିଷୟ ହିତଜନକ ନୁହେଁ ।
# I will not be mastered by any of them
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ମୁଁ ଏହି ବିଷୟଗୁଡିକୁ ଜଣେ ମୁନୀବ ପରି ମୋ ଉପରେ ଶାସନ କରିବାକୁ ଦେବି ନାହିଁ”(ଦେଖ:[[rc://*/ta/man/translate/figs-activepassive]])