or_tn/1co/10/13.md

1.2 KiB

No temptation has overtaken you that is not common to all humanity

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେଉଁ ପ୍ରଲୋଭନ ତୁମ୍ଭମାନଙ୍କୁ ଆକର୍ଷିତ କରିଥାଏ ସେହି ପ୍ରଲୋଭନ ସବୁ ଲୋକମାନେ ଅନୁଭବ କରିଥାନ୍ତି” (ଦେଖ:rc://*/ta/man/translate/figs-doublenegatives)

He will not let you be tempted beyond your ability

ସେ ତୁମ୍ଭମାନଙ୍କୁ କେବଳ ସେହି ପ୍ରକାର ପରୀକ୍ଷାରେ ପଡିବାକୁ ଦେବେ ଯାହାକୁ ପ୍ରତିରୋଧ କରିବା ପାଇଁ ତୁମ୍ଭେମାନେ ସକ୍ଷମ ଅଟ

will not let you be tempted

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ପ୍ରଲୋଭିତ କରିବା ପାଇଁ କାହାକୁ ହେଲେ ଅନୁମତି ଦେବେ ନାହିଁ” (ଦେଖ:rc://*/ta/man/translate/figs-activepassive)