# No temptation has overtaken you that is not common to all humanity ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେଉଁ ପ୍ରଲୋଭନ ତୁମ୍ଭମାନଙ୍କୁ ଆକର୍ଷିତ କରିଥାଏ ସେହି ପ୍ରଲୋଭନ ସବୁ ଲୋକମାନେ ଅନୁଭବ କରିଥାନ୍ତି” (ଦେଖ:[[rc://*/ta/man/translate/figs-doublenegatives]]) # He will not let you be tempted beyond your ability ସେ ତୁମ୍ଭମାନଙ୍କୁ କେବଳ ସେହି ପ୍ରକାର ପରୀକ୍ଷାରେ ପଡିବାକୁ ଦେବେ ଯାହାକୁ ପ୍ରତିରୋଧ କରିବା ପାଇଁ ତୁମ୍ଭେମାନେ ସକ୍ଷମ ଅଟ # will not let you be tempted ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ପ୍ରଲୋଭିତ କରିବା ପାଇଁ କାହାକୁ ହେଲେ ଅନୁମତି ଦେବେ ନାହିଁ” (ଦେଖ:[[rc://*/ta/man/translate/figs-activepassive]])